by Satyanarayan Sahoo ( Neetu ) ✓ · 4 Mar 2021
ମେଘ ଋତୁରେ କାହିଁକି କେଜାଣି !! ଇଚ୍ଛା ମାନେ ଅଜାମ୍ବିଳ ପାଲଟି ଯା'ନ୍ତି ସାପ ଲାଞ୍ଜ ଧରି- ପାପ କି ପୁଣ୍ଯର ପୟୋଧି ଲଙ୍ଘନ୍ତି ସେମାନଙ୍କୁ ହିଁ ଜଣା !! ଏଣେ କିନ୍ତୁ ଉଡୁଥାଏ - ପ୍ରେମର ଫର୍ଦ୍ଦ ଫର୍ଦ୍ଦ ଅଲିଖିତ ବିକ୍ଷିପ୍ତ ଚୁକ୍ତିନାମ
Loading comments…
Comments
Loading comments…