by Sachidananda Kar ✓ · 14 Dec 2021
ଖାଇ ସବୁଦିନ ଶାଗ ପଖାଳ ସେ ସୁମତୀର ହାତ ପରଶା ବିଲ ଆଡେ ଧାଏଁ ହେଲେ ହେଉ ପାଗ ଶୀତ ଖରା ଝଡି ବରଷା ଅଡୁଆରେ କେବେ ପଶେନି କାମକୁ ନ ଯାଇ ଅଳସୁଆ ହୋଇ ଘରେ କେବେ ଦିନେ ବସେନି ।।
Loading comments…
Comments
Loading comments…