by Ajit Kumar Raut ✓ · 22 Apr 2021
ଦୁଃଖ ସୁଖ ଅଟେ ଜୀବନ ଦର୍ପଣ ଜୀବନ ଯାତ୍ରାରେ ହୁଅଇ ଅର୍ପଣ କଟୁ ସତ୍ୟ ଅଟେ ପ୍ରଭୁଙ୍କ ଭିଆଣ ଭଲ ବନ୍ଧୁ ମିଳେ ବିପଦରେ ଜାଣ।୪।
Loading comments…
Loading comments…