by Satyabati Swain ✓ · 27 Jul 2021
ସୀମାହୀନ ମୋ ଚାହିଁବା ପାରିବନି ମାପି ଅକାଶଠୁ ପୃଥିବୀ ପର୍ଯ୍ୟନ୍ତ ତୁମକୁ ଦେଖିବାର ଆଖି ତୃଷ୍ଣା ଛଟପଟ କରେ ଅହରହ କିନ୍ତୁ ଦେହାତୀତ କେବଳ ଦୁରୁ ଦେଖି ଦେଲେ ମନ ଉଲ୍ଲସିତ।।
Loading comments…
Loading comments…