by Chittaranjan Nanda ✓ · 14 Dec 2021
ମତାନ୍ଧ ମୋହାନ୍ଧ ପୁରୁଷ ଯେତେକ ଆଖି ଥାଇ ଅଟେ ଅନ୍ଧ ଅବିବେକୀ ଜାଣି ଶୁଣି ହୁଏ ବଡ ଅବିବେକୀ, ମାନେନି କୌଣସି ବନ୍ଧ କଥା ଅଛି, ଅନ୍ଧ ରାଇଜରେ ସର୍ବଦା ହୁଏ ଅନ୍ଧାରୀ ଶାସନ ଭଲ କଅଣ ଅବା ମନ୍ଦ କଅଣ, ନବୁଝନ୍ତି ସେଠାର ମନୁଷ୍ୟଗଣ
Loading comments…
Comments
Loading comments…