by Ranjulata Behera ✓ · 21 Oct 2020
ଶ୍ଯାମଳ ଶଇଳ ସବୁଜ ସମ୍ଭାରେ ବିଭୂଷିତ ବସୁନ୍ଧରା ଝର୍ଝର ନିର୍ଝର ସୁପ୍ତ ଲୁପ୍ତ ଗୁପ୍ତେ ସତେ କିବା ପଥହରା କାନନେ କାନନେ ମାଧବୀ ମାଳତୀ ଲୋଟି କାଳ ଅପରାହ୍ନେ ବାସନା ବିହୁନେ ଅର୍ଘ୍ଯଥାଳୀ ଘେନି ଆରେକର ଆଗମନେ ।
Loading comments…
Comments
Loading comments…