by Suresh chandra Padhy ✓ · 22 Jun 2022
ବାପା ଠାରୁ ଆଉ କେହି ବଡ଼ ନାହିଁ । ଯାହାର ହୃଦୟ ଆକାଶ ଠାରୁ ବଡ଼ ସେ ଆମ ବାପା । ଯିଏ ନିଜ ଲୁହ ଲହୁ ଦେଇ ଆମ ପାଇଁ ସବୁ ତ୍ୟାଗ କରିଛନ୍ତି ସେ ପରା ଆମ ବାପା । ବାପାଙ୍କ ଭୂମିକା ଆମ ଜୀବନରେ ସବୁଠୁ ଅଧିକ ।
Loading comments…
Loading comments…