by Samita Swain ✓ · 26 Oct 2021
ବର୍ଷା ଗୋ ତୁମେ ମେଘ ମହ୍ଲାର ପ୍ରତିରୂପ ମୌସୁମୀ ର ବର୍ଷା ଗୋ ତୁମେ ନୁପୁର ନିକ୍ବଣ ଛନ୍ଦମୟୀ ନର୍ତ୍ତକୀର।। ବର୍ଷା ଗୋ ତୁମେ ମନର ମାନସୀ ପ୍ରେମ ଆଦ୍ଯ ଆଷାଢର ବର୍ଷା ଗୋ ତୁମେ ଅନିନ୍ଦ୍ଯ ରୂପସୀ
Loading comments…
Loading comments…