by Prasanta Kumar Behera ✓ · 7 Aug 2019
ହୃଦୟର ରାଣୀ ମୋର ତମେ ତ ଠିକ୍ ଜାଣ ତମପାଇଁ ସବୁବେଳେ ନିସ୍ୱାର୍ଥ ମୋ ପ୍ରେମ ସମର୍ପିତ ଭାବ ଉଲ୍ଲସିତ ମନ କେତେ ଅଭୁଲା ସ୍ମୃତି ସବୁ ଆଜି ତନମନକୁ କରେ ମୋହାଚ୍ଛନ୍ନ l
Loading comments…
Comments
Loading comments…