by Sairat Satyajit ✓ · 22 Jul 2021
ତତଲା ବାଲିର ମାନେ କିଛି ରହେନା ଆଉ ସଜେଇ ଦିଏ ସେ... ଶହ ଶହ ଖଜୁରୀ ଗଛକୁ ଧାଡି ଧାଡି କରି ପାଣି ତ ଦିଏ.. ତା ସାଥିରେ ଆଶ୍ରୟ ବି ଦିଏ- ରୌଦ୍ରତାପରେ ଜଳୁଥିବା ଦେହମାନଙ୍କୁ !
Loading comments…
Comments
Loading comments…