by Judhisthir Majhi ✓ · 23 Sept 2021
ଯଦି ଝିପିଝିପି ବର୍ଷା ପରେ ଇନ୍ଦ୍ରଧନୁ ଦିଶୁଛି ଯଦି ଟୋପା ଟୋପା ଜଳ ବିନ୍ଦୁ ସିନ୍ଧୁ ଗଢି ପାରୁଛି ଉଆଁସୀ ପୂନେଇ ଜହ୍ନ କାହିଁ ପାଇଁ ଖୋଜିବି ମୁଁ ବି ହସିବି ଲୋ ସେମିତି ମୁଁ ବି ହସିବି ଲୋ ସେମିତି
Loading comments…
Comments
Loading comments…