by Rama chandra Pradhan ✓ · 14 Jul 2020
ମୁଁ ହଜି ଯିବାକୁ ଚାହେଁ.. ବଗିଚାର ସେଇ ସୁନ୍ଦରୀ ଫୁଲମାନଙ୍କ ଗହଣରେ ଯେଉଁଠି ତୁମେ ମୋତେ ଉପହାର ଦେଇଥିଲ ଗୋଲାପ ଫୁଲଟିଏ... ମୁଁ ହଜି ଯିବାକୁ ଚାହେଁ.. ପାନ୍ଥଶାଳାର ସେଇ ଅସଂଖ୍ୟ ଲେଖା ଭିତରେ ଯେଉଁଠି ତୁମେ ମୋ ପାଇଁ ଲେଖିଥି
Loading comments…
Comments
Loading comments…