by Santosh Kumar Nayak ✓ · 1 Nov 2020
ଖବର କାଗଜ ଲେଉଟିଲେ ଖାଲି ନିର୍ଭୟା ଇତିଶ୍ରୀ ବେବିନା, ଶାଢୀ ପିନ୍ଧ ଅବା ଚୁଡିଦାର ପିନ୍ଧ ବଦଳୁନି ନର ଭାବନା । ସମାଜ ଆମର ଝିଅକୁ ଶିଖାଏ ଦେଖି ଚାହିଁ ବାଟ ଚାଲିବୁ, ପୁଅକୁ କହୁଛି ପିତ୍ତଳ ମାଠିଆ ମନ ଇଚ୍ଛା ଧନ ବୁଲିବୁ ।
Loading comments…
Comments
Loading comments…