StoryMirror - Read, Write, Share & Repeat- ଆମ ଗାଁ "କୁରାଳ"।Santanu Bisoi · 1 min read · 391 readsକୌରାଲ୍ୟ ଲିଖିତ ମୌର୍ଯ୍ୟ ଇତିହାସେ
କୁମ୍ଭକାର ଗାଁ କୁରାଳ,
ଗୋଟେ ପୋଖରୀକୁ ଗୋଟିଏ ଦେଉଳ
ଓଡ଼ିଶା ମାଟClassics
- ନାରୀକୁ ସମ୍ମାନ ଦିଅSantosh Kumar Nayak · 1 min read · 205 readsଖବର କାଗଜ ଲେଉଟିଲେ ଖାଲି
ନିର୍ଭୟା ଇତିଶ୍ରୀ ବେବିନା,
ଶାଢୀ ପିନ୍ଧ ଅବା ଚୁଡିଦାର ପିନ୍ଧ
ବଦଳୁନି ନର ଭାବନା ।
ସମାଜ ଆମର ଝିଅକୁ ଶିଖାଏ
ଦେଖି ଚାହିଁ ବାଟ ଚାଲିବୁ,
ପୁଅକୁ କହୁଛି ପିତ୍ତଳ ମାଠିଆ
ମନ ଇଚ୍ଛା ଧନ ବୁଲିବୁ ।Inspirational
- ଆମ ଏକତାLiza🤥 Senapati · 1 min read · 12K readsହେବା ପୁଣିଥରେ ଏକ,
ଜାତିର ସମ୍ମାନ ଆମର ଟେକ,
ଲଢିବା ତାର ସ୍ୱାଭିମାନ ପାଇଁ,
ଜାତି ଆମ ଲୋଡେ ଭାଷାକୁ...Inspirational
- ମୁଁ ଗର୍ବିତ ଓଡ଼ିଆChinmaya Kumar Sahoo · 1 min read · 147 readsମୁଁ ଗର୍ବିତ ଓଡ଼ିଆAbstract
- ତୁମ ପରି ଛୋଟ ପିଲାଟିଏSantosh Pattnayak · 1 min read · 199 readsଗଡ଼ଜାତୁ ଆନ୍ଦୋଳନ ହେଲା
ସାଙ୍ଗ ସାଥି ଧରି ମେଳି କଲା
ରଘୁ, ଗୁର, ନଟ, ଲକ୍ଷମଣ ,ଫଗୁ
ସାଥେ ଆନ୍ଦୋଳନ ତେଜି ଦେଲା ॥
ଗୋରା ଫଉଜେ ଭାଳେଣି ହେଲା
କିଏରେ ଇଏ ଦୁର୍ଦାନ୍ତ ପିଲା
କଳେବଳେ ତାକୁ ଆୟତ୍ତ କରିବା
ନହେଲେ ଜାଣ ଭେଳା ବୁଡ଼ିInspirational