by Santosh Pattnayak ✓ · 25 Apr 2022
ଗଡ଼ଜାତୁ ଆନ୍ଦୋଳନ ହେଲା ସାଙ୍ଗ ସାଥି ଧରି ମେଳି କଲା ରଘୁ, ଗୁର, ନଟ, ଲକ୍ଷମଣ ,ଫଗୁ ସାଥେ ଆନ୍ଦୋଳନ ତେଜି ଦେଲା ॥ ଗୋରା ଫଉଜେ ଭାଳେଣି ହେଲା କିଏରେ ଇଏ ଦୁର୍ଦାନ୍ତ ପିଲା କଳେବଳେ ତାକୁ ଆୟତ୍ତ କରିବା ନହେଲେ ଜାଣ ଭେଳା ବୁଡ଼ି
Loading comments…
Comments
Loading comments…