by ସୌମ୍ଯ ରଞ୍ଜନ ମହାପାତ୍ର ✓ · 17 Jan 2020
ଓଷଦ କଥା ତା' କିଏ ପଚାରେ, ଖୁଦ କଣାଟିଏ ଘରେ ନାହିଁରେ। ମାଇପକୁ କହେ କହଲୋ ବୁଢ଼ୀ, ଶୀତ ରାତେ ମାରେ କି ଘଡ଼ଘଡ଼ି।।
Loading comments…
Loading comments…