Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସାତସପନ
923 poems
ହାଏ
Bhabani charan Mishra · 1 min read · 7.1K reads
ଏ ଜୀବନ ଆଜି ଉଆଁସ ରାତି ତୁ କାହିଁକି ଏମିତି କଲୁ..? ନିଜକୁ ନିତି ମୁଁ ପଚାରୁଛି ତୁ କି ଉତ୍ତର ଦେବାକୁ ଥିଲୁ..॥
Others
ଥୁଣ୍ଟା ଗଛ
DILIP KUMAR SAHOO · 1 min read · 225 reads
ଥୁଣ୍ଟା ଗଛ ପରି ଅସହାୟ ଭାରି ନାହାକ ସାହିର ସପନା ବୁଢା ପିଲାମାନଙ୍କୁ ତା ମଣିଷ କରିସେ ଆଜି ନିଜ ଘରୁ ଖାଉଛି ତଡା । ତାଳୁରୁ ତଳିପା ଦଦରା ଖୋଳପା ଜାତିଜତି ରୋଗ ଦେହରେ ବସା କୁଆଡେ ଯିବ ସେ କେଉଁଠି ରହିବ ବୁଢା ବୟସ ରେ ଭୋଗୁଛି ଦଶା ।
Tragedy
ନିଧିଆ ବୁଢ଼ାର ନୂଆ ବରଷ
ସୌମ୍ଯ ରଞ୍ଜନ ମହାପାତ୍ର · 1 min read · 100 reads
ଓଷଦ କଥା ତା' କିଏ ପଚାରେ, ଖୁଦ କଣାଟିଏ ଘରେ ନାହିଁରେ। ମାଇପକୁ କହେ କହଲୋ ବୁଢ଼ୀ, ଶୀତ ରାତେ ମାରେ କି ଘଡ଼ଘଡ଼ି।।
Abstract
ବୃକ୍ଷ ଆମ ଜୀବନ
Sunanda Mohanty · 1 min read · 137 reads
ବୃକ୍ଷ ଆମ ଜୀବନ
Abstract
ପୂର୍ଣ୍ଣ ରାମାୟଣ ପ୍ରସଙ୍ଗ
SRIKANTA PRADHAN · 2 min read · 133 reads
ପୂର୍ଣ୍ଣ ରାମାୟଣ ପ୍ରସଙ୍ଗ
Classics
ନାରୀ ନାରାୟଣୀ
samhita jena · 1 min read · 240 reads
ନାରୀ ନାରାୟଣୀ
Inspirational
Loading…
Next page →