by DILIP KUMAR SAHOO ✓ · 16 Dec 2020
ଥୁଣ୍ଟା ଗଛ ପରି ଅସହାୟ ଭାରି ନାହାକ ସାହିର ସପନା ବୁଢା ପିଲାମାନଙ୍କୁ ତା ମଣିଷ କରିସେ ଆଜି ନିଜ ଘରୁ ଖାଉଛି ତଡା । ତାଳୁରୁ ତଳିପା ଦଦରା ଖୋଳପା ଜାତିଜତି ରୋଗ ଦେହରେ ବସା କୁଆଡେ ଯିବ ସେ କେଉଁଠି ରହିବ ବୁଢା ବୟସ ରେ ଭୋଗୁଛି ଦଶା ।
Loading comments…
Loading comments…