by Suresh chandra Padhy ✓ · 24 Jul 2021
ରତ୍ନ ସିଂହାସନକୁ ଶୂନ୍ୟ କରିଗଲ ତୁମ ଲକ୍ଷ୍ମୀକୁ କାହିଁ ପର କରିଦେଲ ନନ୍ଦିଘୋଷ ରଥ ଚଢି ତୁମେଯାଇଥିଲ ଲକ୍ଷ୍ମୀର କଥାକୁ ତୁମେ ପାସୋରି କି ଦେଲ ଏମିତି ଛଳିଆ ତୁମେ ଗଲ ଛଳ କରି କାଳିଆ ସାଆନ୍ତ ମୋର
Loading comments…
Comments
Loading comments…