by Debashis Pati ✓ · 31 Jan 2022
କେଇ ଘଡ଼ି ବାକି ଆଉ ଏକ ନୂତନ ନୀରବତା ଲାଗି ନିରବ ପ୍ରଶ୍ନବାଚୀ ଭିତରେ ଆକାଶ ଗଣିବ ପୁଣି ସୂର୍ଯ୍ୟୋଦୟର କୋମଳ ପଂକ୍ତି କାକଳି ଗାଇବ ନବ ରାଗିଣୀ ଧରାପୃଷ୍ଠ ପୁଣି ଉଲ୍ଲସିତ ହେବ ଉଜ୍ଜ୍ୱଳତାର ହର୍ଷ ଉଲ୍ଲାସରେ..
Loading comments…
Comments
Loading comments…