ପତ୍ରିକା ଟିରେ ନାମ ହେଲ ଯେ ବନ୍ଧା ଲୟରେ ସ୍ୱରର ଛନ୍ଦା। ପ୍ରତିଶ୍ରୁତା ଦାଇତ୍ୱ ନେଇ ସରିତା ଲଳିତା କୁ ରୀତା ସନ୍ଧ୍ୟା। ଅନୁଷ୍ଠାନ ଟିଏ ଏକ ଗଢିବା ପାଇଁ କରିଥିଲେ ମୁଁ ବିଚାର। ମା ବିରଜାଇ ନିଶିଗନ୍ଦା ସାହିତ୍ୟ ବିପଦରୁ ରକ୍ଷା କର । ସମସ୍ତଙ୍କୁ ସହିଯୋଗ ଏକ ନେଇ କରିଛି ଏକ ବିଚାର । ସଭାପତି ବିଚାର ହେବ ବିଚାର ଏ ମାନଙ୍କ ସହଯୋଗ। ସରସ୍ୱତୀ ମା ମୋର କଣ୍ଠେ ବିରାଜ ଗଢ ଅନୁଷ୍ଠାନ ଯୋଗ। ଦୟା ରଖିଥିବୁ ମା ଲୋ ତୁ ବିରଜା ଆଶୀର୍ବାଦ ତୋର ଦେଇ। ଅଭାଗା ବଳରାମକୁ ଦୟା କରି ନେବୁ ତୁହି ପାରି କରି।
Loading comments…