by PRASANTA KUMAR MAHAPATRA ✓ · 14 Dec 2020
ଶରୀରକୁ ଶୀତ ଛୁଏଁ ଶୂନଶାନ ସରିତ ସରଣୀ ଲାଲ୍ ଲାଲ୍ ଲତା ଫୁଲ, ଲଳନାର ଲାଲ୍ ଓଠ ଝୁରେ ଝାଉଁ ବଣେ ଝରିଥିବା ଝାଉଁ ପତ୍ର ଝିମିଟ ଝଲ୍ଲରୀ ପ୍ରାଣ ପ୍ରିୟା ପଥ ଚାହିଁ , ପ୍ରେମ ଭିକ୍ଷୁ ପଞ୍ଚବାଣ ମାରେ ।
Loading comments…
Loading comments…