Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭିକ୍ଷୁ
4 poems
ଶାନ୍ତିସ୍ତୁପ
Puspanjali Panda · 1 min read · 11.5K reads
କେବେ ଦେଖି ନାହିଁ ଦୁଃଖ ତ୍ରାସ ମୁଖ ମଣ୍ଡଳେରେ ପ୍ରଶାନ୍ତି ବିରାଜ l ବାଘ ସିଂହ ଠି ବୋଲ ମାନୁଥାଏ
Inspirational
ସ୍ବ ଅର୍ଥରେ ଆମେ
SushreeShibanee Das · 1 min read · 198 reads
ଚଳନ୍ତି ଜଡମାନେ ଆମେ, ପଥରହୃଦୟ ନେଇ କାଷ୍ଠ-ପାଷାଣ ମୂର୍ତ୍ତିରୁ 'ଭକ୍ତି' ର ଦ୍ବାହି ଦେଇ ଅଲୌକିକତା ଲୋଡୁଅଛୁ.....!!! "ମଣିଷତ୍ଵକୁ ଶ୍ବାସରୁଦ୍ଧ କରି....." କର୍ମଅକର୍ମ ର ଭାଗଶେଷ ରୂପେ ଅମୃତଫଳକୁ ଆଶାବାନ୍ଧିଛୁ ॥
Tragedy
ବିଶ୍ଳେଷଣ
Santosh Ojha · 1 min read · 238 reads
ମଞ୍ଚାସୀନ ଯୌନ ପିପାସୁ ଆୟୋଜକ ଯୌନ ଭିକ୍ଷୁ ଦର୍ଶନାର୍ଥୀ ଯୌନ ବକ ସମସ୍ତେ ଅପଲକ, ଅଲାଜୁକ ଆମେ ସଭ୍ୟ, ଆମେ ଆଧୁନିକ
Others
ପଦଟିଏ ତୋ ନାଁରେ ପ୍ରିୟା ୪୨
PRASANTA KUMAR MAHAPATRA · 1 min read · 204 reads
ଶରୀରକୁ ଶୀତ ଛୁଏଁ ଶୂନଶାନ ସରିତ ସରଣୀ ଲାଲ୍ ଲାଲ୍ ଲତା ଫୁଲ, ଲଳନାର ଲାଲ୍ ଓଠ ଝୁରେ ଝାଉଁ ବଣେ ଝରିଥିବା ଝାଉଁ ପତ୍ର ଝିମିଟ ଝଲ୍ଲରୀ ପ୍ରାଣ ପ୍ରିୟା ପଥ ଚାହିଁ , ପ୍ରେମ ଭିକ୍ଷୁ ପଞ୍ଚବାଣ ମାରେ ।
Romance