by SushreeShibanee Das ✓ · 14 Jun 2021
ଚଳନ୍ତି ଜଡମାନେ ଆମେ, ପଥରହୃଦୟ ନେଇ କାଷ୍ଠ-ପାଷାଣ ମୂର୍ତ୍ତିରୁ 'ଭକ୍ତି' ର ଦ୍ବାହି ଦେଇ ଅଲୌକିକତା ଲୋଡୁଅଛୁ.....!!! "ମଣିଷତ୍ଵକୁ ଶ୍ବାସରୁଦ୍ଧ କରି....." କର୍ମଅକର୍ମ ର ଭାଗଶେଷ ରୂପେ ଅମୃତଫଳକୁ ଆଶାବାନ୍ଧିଛୁ ॥
Loading comments…
Loading comments…