by Snigdha Nayak ✓ · 15 Jul 2019
ପିଠା ମହକେ ହେଲାଣି ବିରାଡିଙ୍କ ମେଲାଣି ଆଇକୁ ମୋର ପଡିଛି ଲୋ ଭାଲେଣି କହି ଅଜା କୁ ଧରାଇ ବେତ ବସାଇଛି ନିଦରେ ଯେ ତା' ଆଖି ଲାଗି ଯାଉଛି ତା'ଅଜାଣତେ ପଶି ବିରାଡି ପିଠା ଖାଉଛି ପାଇ ଶବଦ ଅଜା ତା'କୁ ପାହାରେ ଦେଇଛି ।
Loading comments…
Loading comments…