by Sandhya Rani Panigrahy ✓ · 29 Feb 2020
ପଟି ପକାଏ ମୁଣ୍ଡରେ ପୋଛି ହୁଏ ମୁହଁଟା ଜର ଦେହଟା ଆଉଟି ପାଉଟି ହୁଏ ପଣତଟା କେତେ ଠାର ତାରି କ'ଣ ବୁଝି ହେଉଛି ଏଥର ସତରେ ପଣତ ବି ବ୍ଦଦଳି ଯାଉଛି ।
Loading comments…
Loading comments…