ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜର
ମାଡ଼ିଯିବ ଡେଙ୍ଗୁ, ମ୍ୟାଲେରିଆ, ବାତ ଜରParshuram Biswal · 1 min read · 13.9K readsବୁଝେଇ ବୁଝେଇ ଥକିଗଲିଣି ମୁଁ ମୋ କଥା କେ’ ଶୁଣୁନାହିଁ,
କହିବୁ ଟିକିଏ ମୋ ଗାଆଁ ପିଲାଙ୍କୁ ଆରେ ମୋ କଳାକହ୍ନେଇ,
ଗାଆଁଟିକି ସଫା କରିବେ ସେ ନିଶ୍ଚେ
ପରିବେଶେ ଧ୍ୟାନ ଦେଇ ।Others