by Kalandi pal ✓ · 16 Jun 2022
ଘଣ୍ଟ ଘଣ୍ଟା ତାନ ଆଳତି କୀର୍ତ୍ତନ ଦୂର ଦେବାଳାୟୁଁ ଭାସିଆସେ ସ୍ଵନ ନବ ବଧୁଟିଏ ସ୍ନାନ ପାଇଁ ଜଳେ କାଖେ କୁମ୍ଭ ଧରି ଉଭା ନଦୀ କୂଳେ ସଙ୍ଗେ ସାଙ୍ଗ ସାଥୀ ଗଣ କଅଁଳ କିରଣ ମଉଳେ ତକ୍ଷଣ ଦେଖି ତା ସୁନ୍ଦରୀ ପଣ
Loading comments…
Comments
Loading comments…