by Bharatabandhu Biswal ✓ · 7 Jun 2022
ଅତି ସନ୍ତର୍ପଣ ସତର୍କ ସହିତ ଥାପିଣ ଶରୀର ଭାର ଝୁଲେ କେତେବେଳେ ଶୂନ୍ୟରେ ତ ପୁଣି ଖସିପଡେ ବାରମ୍ବାର । ଖାଦ୍ୟ ଓ ପାନୀୟ ନିଶ୍ୱାସ ପ୍ରଶ୍ୱ।ସେ ହୁଏ କଷ୍ଟ ଅସୁବିଧା ପ୍ରଗାଢ଼ ବିଶ୍ୱାସେ ଆରୋହଣକାରୀ ଅତିକ୍ରମେ ସବୁ ବାଧା ।
Loading comments…
Comments
Loading comments…