English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଷ୍ଟସାଧ୍ୟ
4 poems
ଆସ କାଳଜୟୀ ହେବା
Binaya Bhusan Panigrahi · 1 min read · 210 reads
ଆପଣା ସୁଖକୁ ପଛ କରି ଯିଏ ଦେଇଛି ସୁଖ ଆନକୁ ମାନବ ହେଇ ବି ମର୍ତ୍ତ୍ୟପୁରେ ସିଏ ଅମର କାଳ କାଳକୁ।।
Others
ସବୁଠି ସେ ଜିତିଥାଇ
Niranjan Sahu · 1 min read · 86 reads
ବୁଦ୍ଧି ଥିଲେ ଆଲୋକ ମିଳେ ଅନ୍ଧାର କିଛି ନାହିଁ ବୁଦ୍ଧି ଥିଲେ ସବୁଠି ଆଦର ଘୃଣା ର ସ୍ଥାନ ନାହିଁ...... ପାଠ ପଢିଲେ ଯେ ବୁଦ୍ଧି ମିଳିବ ଏ କଥାର ମାନେ ନାହିଁ ଉପସ୍ଥିତ ବୁଦ୍ଧି ଯାହା ପାଖେ ଅଛି ସିଏ କେବେ ହାରେ ନାହିଁ....
Inspirational
ପର୍ବତାରୋହଣ
Bharatabandhu Biswal · 1 min read · 150 reads
ଅତି ସନ୍ତର୍ପଣ ସତର୍କ ସହିତ ଥାପିଣ ଶରୀର ଭାର ଝୁଲେ କେତେବେଳେ ଶୂନ୍ୟରେ ତ ପୁଣି ଖସିପଡେ ବାରମ୍ବାର । ଖାଦ୍ୟ ଓ ପାନୀୟ ନିଶ୍ୱାସ ପ୍ରଶ୍ୱ।ସେ ହୁଏ କଷ୍ଟ ଅସୁବିଧା ପ୍ରଗାଢ଼ ବିଶ୍ୱାସେ ଆରୋହଣକାରୀ ଅତିକ୍ରମେ ସବୁ ବାଧା ।
Others
ସ୍ବାର୍ଥରେ ଜୀବନ
Chinmayee Kanta · 1 min read · 166 reads
ଜୀବନ ବଞ୍ଚିବା କଷ୍ଟସାଧ୍ୟ ଆଜି କାହାକୁ ନେଇ ବଞ୍ଚିବି ମୃତ୍ୟୁ ବି ଆସୁନି ଖୋଜୁଛି ମୁଁ ଯେତେ ବଞ୍ଚିକି କଣ କରିବି ।
Others