by Niranjan Sahu ✓ · 9 Oct 2020
ବୁଦ୍ଧି ଥିଲେ ଆଲୋକ ମିଳେ ଅନ୍ଧାର କିଛି ନାହିଁ ବୁଦ୍ଧି ଥିଲେ ସବୁଠି ଆଦର ଘୃଣା ର ସ୍ଥାନ ନାହିଁ...... ପାଠ ପଢିଲେ ଯେ ବୁଦ୍ଧି ମିଳିବ ଏ କଥାର ମାନେ ନାହିଁ ଉପସ୍ଥିତ ବୁଦ୍ଧି ଯାହା ପାଖେ ଅଛି ସିଏ କେବେ ହାରେ ନାହିଁ....
Loading comments…
Loading comments…