by Sudesna Swain ✓ · 18 Jul 2021
କମଳିନୀ ସେ ପ୍ରେମ ପ୍ରତୀକର ଆଚମ୍ବିନୀ କଳୁଷିତ ପଙ୍କେସେ କରେ ନିଜକୁ ନିର୍ମଳିନୀ କୋମଳମତି ସେ ମରୀଚିକାର ତୃଷ୍ଣା ନିବାରିଣୀ ପ୍ରେମ କାଙ୍ଗାଳିନି ସେ ତା ପ୍ରେମିକ ହୃଦୟର ରାଣୀ
Loading comments…
Comments
Loading comments…