by pravasini Senapati ✓ · 11 Dec 2020
ବିଭୁ ପ୍ରେମାମୃତ କରିବାକୁ ପ୍ରାପ୍ତ କେତେ କେତେ ମୁନି ଋଷି କଠୋର ସାଧନା, ନିଷ୍କାମ ପ୍ରାର୍ଥନା କରିଥାନ୍ତି ଦିବା ନିଶି । ପ୍ରେମ ସଜ୍ଞା ହୀନ, ପ୍ରେମ ରଙ୍ଗ ହୀନ ପ୍ରେମ ଅଟେ ରୂପ ହୀନ ଦୁର୍ମୂଲ୍ୟ ଦୁର୍ଲଭ୍ୟ ଅନୁଭବ ଟିଏ ସର୍ତ୍ତ ହୀନ
Loading comments…
Loading comments…