by ସୁଭଦ୍ରା ସିଂହ ✓ · 10 May 2022
ମୁଁ ତ ବୈଶାଖ ଦ୍ବିପ୍ରହରେ ଥିଲି ବୈତରଣୀର କୂଳେ ମୋତେ ଋତୁରାଜ ବସନ୍ତ ବି ଲୋକହସା କରେ ତୁମ ପ୍ରେମର ପ୍ରଳାପ ମୋତେ ଲାଗୁଛି ସଂପ୍ରସାରିତମୁଖୀ ଟିକେ ମନ୍ଥର ହୁଅ ପ୍ରିୟତମ ମୋର ଲାଜକୁଳୀ ପରି ସ୍ଥିତି।
Loading comments…
Loading comments…