120Log inSign up
Poem · Abstract

ପ୍ରତାରଣା ର ପ୍ରତିବିମ୍ବ

by Kailash Chandra Sahani ✓ · 27 Nov 2019

309Reads
33Likes
1Min read

କେଉଁଠି ଅଟକିଯାଏ କୃଷ୍ଣଚୂଡା ର ଅର୍ଦ୍ଧ ମୁକୁଳିତ ମୁକୁଳ କେଉଁଠି ହାଇ ମାରେ କାହା ପ୍ରତାରଣାର କଳାଛାଇ , ମହାନଦୀ ର ନୀଳଢେଉ ଜୀବନ ନାଟକର ଅଙ୍କ କଷୁଥାଏ ଖରିବଣ ଶୂନ୍ୟ ସିକତାରେ ।

Loading comments…

ପ୍ରତାରଣା ର ପ୍ରତିବିମ୍ବ · StoryMirror