by Bharatabandhu Biswal ✓ · 23 May 2021
ଅସୁମାରୀ ସ୍ବପ୍ନ କୁଆଁରୀ କଳିର ରଙ୍ଗ ରୂପ ଗନ୍ଧ ରସେ ଖେଳେ ସପ୍ତରଙ୍ଗ ଇନ୍ଦ୍ରଧନୁ ମନେ ମନ ପ୍ରିୟ ସାଥି ଖୋଜେ । ଉଚ୍ଚାଟେ ବିଭୋରେ ଭାବ ଇଶାରାରେ ମନ ହୁଏ ଦିଆନିଆ ମନ ଗହନରେ ଗୋପନ କଥାକୁ ଭାଷାରେ ପ୍ରକଟେ ପ୍ର
Loading comments…
Comments
Loading comments…