by Prafulla Chandra Mishra ✓ · 1 Mar 2021
ସାତ ସାଇତା ସେ ଜୀବନ ଗପର ବହି ସ୍ମୃତିରେ ସାଇତି ରଖିଅଛି ଥିବ ରହି ସେ ସ୍ମୃତି ବିଲିନ ହେବ ଜଳିଲେ ମୋ ଜୁଇ ତଥାପି ଜଳିବ ୟେ ପ୍ରେମ ଦୀପାଳୀ ରେ ଯୁଗ ଯୁଗାନ୍ତର ପାଇଁ
Loading comments…
Comments
Loading comments…