by Jayashree Maharana ✓ · 14 Oct 2020
ଅତି ଚତୁରତାରେ ରସ ଶୂନ୍ୟ ପ୍ରୀତି ଅନ୍ଧପୁଟୁଳିରେ କାରାରୁଦ୍ଧ କରିସାରିଛ ନାୟିକାର ମନପ୍ରାଣକୁ ମିଛ ଆବେଗର ବଳୟ ଭିତରେ ଅଣନିଃଶ୍ଵାସୀ କରିପାରିଛ ସମଗ୍ର ଶରୀରକୁ
Loading comments…
Loading comments…