by Sudesna Swain ✓ · 10 Jul 2021
ପ୍ରେମର ସ୍ମୃତି ମାନ ମାନସ ପଟେ ସାଇତିଛି ନବାକ୍ଷରୀ ଛନ୍ଦପରି ମୋ ହୃଦୟର କାଗଜରେ ତୋ ପ୍ରେମର ଗାଥା ସ୍ମୃତି କୁ ଲେଖନୀ ସାଜି ଆରମ୍ଭରୁ ଅନ୍ତଯାଏଁ ଲେଖି ସାରିଛି ଲେଖନୀର ଅନ୍ତ ଭାବନାର କଳ୍ପିତ କେଉଁଠି ବିଚ୍ଛେଦ ହେବ ତାହା କହିବ ଭବିଷ୍ୟତ
Loading comments…
Comments
Loading comments…