by Tonish Rohidas ✓ · 13 Jun 2021
ସବୁବେଳେ ସତ୍ୟ ପଥେ ଥାଉ ମନ ସତୀ ସାବିତ୍ରୀ ପରି ଝିଅ ହେଉଥାନ୍ତୁ ଜନମ।। ମୃତ୍ୟୁକୁ ହରେଇ ବଞ୍ଚିଯିବ ସେ ରାଜନ।। ସାଥିରେ ଥିଲେ ସତୀ ସାବିତ୍ରୀ ପରି ଡରିବିନି କେବେ ସ୍ୱାମୀ ମନ।।
Loading comments…
Loading comments…