by Sarada Parida ✓ · 10 Aug 2017
ଧନ ଧର୍ମର ଚକ୍ରବ୍ୟୁହ ଭେଦି ଭୁଲି ବଡକୁହାମାନଙ୍କର ବାହାସ୍ଫୋଟ କଥା ପରଖିବାକୁ ହେବ ସତ୍ୟ ଆଉ ମିଥ୍ୟା ପୁଣି ଆଉ ଥରେ ପୁନର୍ଜୀବିତ କରିବାକୁ ହେବ ମୁମୁର୍ଷ ଏ ଦେଶର ସ୍ଵାଧୀନତା ।
Loading comments…
Loading comments…