by KRUTIBAS NAYAK ✓ · 19 Oct 2020
ସବୁ ଚାହୁଛନ୍ତି ସବୁଠାରୁ ଉଚ୍ଚାକୋଠା ହେଇଥାଉ ମୋର, ସେ ଘର ଉପରେ ନହେଉ ଚଢାଉ ନପଶୁ ସେ ଘରେ ଚୋର | ସବୁ ଚାହୁଛନ୍ତି ସବୁଦିନ ପାଇଁ ନିରୋଗ ରହିବି ମୁହିଁ, ଯେତେ ସବୁଭଲ ଦାମୀ-ନାମୀ ଚିଜ ଭୋଗିବି ଅମର ହୋଇ |
Loading comments…
Loading comments…