StoryMirror - Read, Write, Share & Repeat- ସ୍ଵାର୍ଥପରKRUTIBAS NAYAK · 1 min read · 85 readsସବୁ ଚାହୁଛନ୍ତି ସବୁଠାରୁ ଉଚ୍ଚାକୋଠା ହେଇଥାଉ ମୋର,
ସେ ଘର ଉପରେ ନହେଉ ଚଢାଉ ନପଶୁ ସେ ଘରେ ଚୋର |
ସବୁ ଚାହୁଛନ୍ତି ସବୁଦିନ ପାଇଁ ନିରୋଗ ରହିବି ମୁହିଁ,
ଯେତେ ସବୁଭଲ ଦାମୀ-ନାମୀ ଚିଜ ଭୋଗିବି ଅମର ହୋଇ |Inspirational
- ସିଧାକଥା-23 ସ୍ନେହ କାଙ୍ଗାଳKRUTIBAS NAYAK · 1 min read · 90 readsକଳାକାର ଯେ ଧନଠାରୁ ସେ ତାଳିକୁ ଭଲପାଏ,
କବି-ଲେଖକ ଲେଖା ପଢିଲେ ଲେଖକ ଧନ୍ୟ ହୁଏ |
ମାଟି ମା' କହେ-ପୂଜା ଖୋଜେନା ସ୍ଵଚ୍ଛ ସୁନ୍ଦର ଚାହେଁ,
ଖାଇବା ଠାରୁ ଗେଲ ଟିକିଏ ବଢିଆ-ଶିଶୁ କହେ |Inspirational
- ମୁଁ ବୁଝେନିDr.Omm Prasad Pradhan · 1 min read · 116 readsସଂଘର୍ଷ ବେଳେ ମନେପଡେ
ବୋଉର ଅଜଶ୍ର ଗାଳି,
ବାପାଙ୍କ ତାଗିଦ ,
ସାର୍ଙ୍କ ନାଲି ଆଖି ।Abstract
- ମୋ କବିତା ଗୁଡିକ ଠିକ ଢିଲାପାଇଜାମାChinmayee Barik · 2 min read · 13K readsଏମାନେ ସବୁ ଠିକ୍ ମୋ ଭଳି
କିଏ ଟିକେ ଭଲ ପାଇଲେ କି ପ୍ରଶଂସା ପାଇଲେ
ସବୁ ଲୁଚି ଯିବେ ଖଟ ତଳେ ...
ଆରେ କୁଆଡେ ଗଲ ମୋ ଢିଲା ପାଇଜାମାର ସରଞାମ ସବୁ?Inspirational
- ଆଜିବି ଝୁରୁଛି,,,,।।Pradeep Bandha · 1 min read · 155 readsକୁନି କୁନି ହାତେ କେତେ ଯେ ସେ ମୋତେ
ଗେହ୍ଲେଇ ଚିମୁଟି ଦିଏ
ସବୁ ଜାଣି ଜାଣି ମିଛ ଅଭିମାନେ
କେତେ ତାକୁ ମାରୁଥାଏ......॥Others
- ମା ଆଉ ମୁଁ ବୋକୀଝିଅSonali Swain · 1 min read · 415 readsମା ସିଏ
ଯିଏ ଗାଳି କରି
ସାଙ୍ଗେ ସାଙ୍ଗେ କୋଳେଇ ନିଏOthers
Loading…