by KRUTIBAS NAYAK ✓ · 11 Oct 2020
ସୋମବାର ସିନା ଶିବଙ୍କର ବାର ଉପବାସ କରେ ଆଈ, ମଙ୍ଗଳବାରକୁ ହାଟ ବସିଗଲେ ଅଜା ଆଣିଦେବେ ବହି | ମାମୁ ଆସିଯିବେ ବୁଧବାର ଦିନ ମନହୁଏ ଛନଛନ | ଭାରି ମଜା ଲାଗେ ସାଙ୍ଗ-ସାଥୀ ମେଳେ ଆଜି ରବିବାର ଦିନ |
Loading comments…
Loading comments…