by Surjyakanta Dash ✓ · 20 Aug 2020
ମିଶି ଯିବା ତ ମୋର ଧର୍ମ ଅଜାଡ଼ି ହେବାକୁ ଚାହେଁ ଗରିବ ଚାଷୀ ଟିଏର ଚାଷ ଜମିରେ ତା ପେଜୂଆ ଆଖିରେ ଚମକ୍ ଟିଏ ଦେଇ. କିଛି ଯାଏ ଆସେ ନାହିଁ ମୋର ପାହାଡ଼ ମାନେ ମୋତେ ଦେଖନ୍ତୁ ବା ନ ଦେଖନ୍ତୁ
Loading comments…
Comments
Loading comments…