by Ashutosh Swain ✓ · 2 Feb 2022
ଆଗରେ ଆଶା ଦେଇ ପଛରେ ଧୋକାଥିଲା ପ୍ରତିମୁହୂର୍ତ୍ତରେ ଯେମିତି ସୁଯୋଗ ଖୋଜୁଥିଲା ମୋର ପ୍ରତି ଲୁହବିନ୍ଦୁ ମୂଲ୍ୟହୀନ ଥିଲା ସେ ଅପେକ୍ଷାର ଅନ୍ତ ନଥିଲା ସେ ସଂପର୍କ ଅଦରକାରୀ ଥିଲା
Loading comments…
Loading comments…