by Aishwarya Mishra ✓ · 25 Jun 2021
ଯାହା କହିପାରିନି କେବେ ତୁମକୁ ଅବ୍ୟକ୍ତ କିଛି, ଅଲୋଡ଼ା ଭାବନାର ସମାହାର , କିଛି ଅଙ୍ଗେନିଭା କଥା ପୁଣି କିଛି ମିଠା ମିଠା ସ୍ଵପ୍ନ , ଆଉ ଯୌବନର ଚପଳାମି ଭରା ପ୍ରୀତିପୂର୍ଣ୍ଣ ଏକ ଅପୂର୍ବ ଗୀତି , ଏହି ଯେ ମୋର ଶେଷ ଚିଠି;
Loading comments…
Comments
Loading comments…