by Jayashree Meher ✓ · 6 Oct 2020
ହୃଦୟର ଏହି ସ୍ପନ୍ଦନରେ ତୁମ ପ୍ରତିଶ୍ରୁତି ଉଙ୍କି ମାରେ ବୁଝାଇବକି ପ୍ରେମର ମାନେ ବିରହି ପ୍ରେମିକାକୁ ଥରେ । ତୁମରି ଚେହେରା ହୃଦୟରେ ମୋର ପ୍ରତିଛବି ହୋଇ ସଜା ପ୍ରତିଶ୍ରୁତି ଭରା ତୁମରି ବକ୍ତବ୍ୟୈ ଦେହ ସାରା ମୋର ଭିଜା ।
Loading comments…
Loading comments…