by DILIP KUMAR SAHOO ✓ · 5 Oct 2021
ଲାଗୁଛି ଯେମିତି ଚେଇଁ ଚେଇଁ ପଢେ ଶେଷ ଫଗୁଣର ଚିଠି ମନ ଉଆସ ମୋ ଖାଲି ଖାଲି ଆଜି ସତେ ଏକ ଭୂତକୋଠି ଜୋଛନା ସାଉଁଳା ରାତି ଦିଏ ମୋତେ ତୁମ ଲାଗି ଅପବାଦ ସମୟ କରଇ ବାଦ
Loading comments…
Comments
Loading comments…