English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଶେଷଫଗୁଣ
673 poems
ଶେଷ ଫଗୁଣର ଚିଠି
Suresh chandra Padhy · 1 min read · 351 reads
ମୋ ହୃଦୟରେ ତୁମେ ଦରଦର ଅଲିଭା ଗାର ଦେଇଗଲ ତୁମେ ଏତେ ନିଷ୍ଠୁର ହୋଇ ଆଉ କାହାକୁ ମଥାର ସିନ୍ଦୂର କରିଦେଲ ତୁମେ ସୁଖରେ ସଂସାର କରିବ ପ୍ରିୟା କାମନା କରୁଛି
Others
ଶେଷ ଚିଠି ! ଶେଷ କବିତା !
Ram Prasad Bisoi · 1 min read · 7K reads
ଶେଷ ଚିଠି ! ଶେଷ କବିତା !
Others
ଶେଷ ଫଗୁଣର ଚିଠି
Jagannath Barik · 1 min read · 270 reads
ଶୁଭ୍ର ଶରତର ଚନ୍ଦ୍ରିକା ଚର୍ଚ୍ଚିତ ତୁମେ ମୋ ବିମଳ ଜହ୍ନ ଶିଶିର ଶୀତର ମୁକ୍ତାଭ କାକର ପ୍ରଣୟର ରସଘନ |
Tragedy
ଶେଷ ଫଗୁଣର ଚିଠି
DILIP KUMAR SAHOO · 1 min read · 303 reads
ଲାଗୁଛି ଯେମିତି ଚେଇଁ ଚେଇଁ ପଢେ ଶେଷ ଫଗୁଣର ଚିଠି ମନ ଉଆସ ମୋ ଖାଲି ଖାଲି ଆଜି ସତେ ଏକ ଭୂତକୋଠି ଜୋଛନା ସାଉଁଳା ରାତି ଦିଏ ମୋତେ ତୁମ ଲାଗି ଅପବାଦ ସମୟ କରଇ ବାଦ
Romance
ଫଗୁଣର ଶେଷ ଚିଠି
Kalandi pal · 1 min read · 273 reads
ଫଗୁଣ ଆସିବ ବୋଲି ମନ ନାଚୁଥିଲା ମଳୟ ବାସ୍ନାରେ ତାର ମନ ହଜୁଥିଲା ସାଥେ ଥିଲା ସ୍ୱପ୍ନ ତାର ହେଲା ମରୀଚିକା ଫଗୁଣର ଶେଷ ଚିଠି ଦେଇଗଲା ଧୋକା ଦୁଃଖେ ଦୁଃଖୀ ହୁଏ ଏକା ଏକା ବସି ll
Inspirational
ଶେଷ ଫଗୁଣର ଚିଠି
SUJATA DAS · 1 min read · 287 reads
ସ୍ୱାର୍ଥୀ ମତଲବୀ ବୋଲି କହିଦେଲ ହୃଦୟଠୁ କଲ ପର ହସି ହସି ସବୁ ନେବି ଆପଣାଇ ବାନ୍ଧିଚି ପ୍ରୀତିର ଡୋର
Romance
Loading…
Next page →